ଖଞ୍ଜାହାଡ଼ Khan̄jāhāṟḍ̠a

  • ଦେ. ବି — ମେରୁଦଣ୍ଡ; ମେରୁହାଡ଼ — Backbone
  • ଦେ. ବି — [ଦ୍ର—ଏହା ଅନେକଗୁଡ଼ିଏ ହାଡ଼ର ସମଷ୍ଟି।]
  • ଦେ. ବି — ସେ ଘାତରେ ମୋହର ପିଠି ଖଞ୍ଜାହାଡ଼, ଭାଳିଗଲା ପରି ଶୁଭିଲା ମଡ଼ ମଡ଼। କୃଷ୍ଣସିଂହ. ମହାଭାରତ. ବିରାଟ।