ଖଞ୍ଜାବାଡ଼ି Khan̄jābāṟḍ̠i

  • ଦେ. ବି — ଜମିବାଡ଼ି; ବୃତ୍ତି — Landed tenures or holdings; landed property
  • ଦେ. ବି — ସୁଖେ ଏବେ ଆମ୍ଭଙ୍କୁ ମିଳିବ ଖଞ୍ଜାବାଡ଼ି, ଶୁଣି ତା ନୂଆ ଯମ ବସିଲେ ନିଶ ମୋଡ଼ି। ପୀତାମ୍ବର. ନୃସିଂହପୂରାଣ।