ଖଞ୍ଜାକାଟ Khan̄jākāṭa

  • ଦେ. ବି. — ଦେବତାମାନଙ୍କ ସେବକମାନେ ଯେଉଁ ଦେବୋତ୍ତର ବୃତ୍ତି ଚାଷ ବା ଦଖଲ କରୁଥାନ୍ତି, ସେମାନଙ୍କ ଦ୍ୱାରା ସଂପନ୍ନ ସେବା ଓ ଭୋଗ ଆଦିର ମୂଲ୍ୟ ନିମନ୍ତେ ସେ ଜମିର ଖଜଣାରୁ ଯେଉଁ ଅଂଶ କଟି ଯାଏ — Amount deducted from the proper rent of lands held by the servants of a Deity in lien of services rendered or offerings supplied by them
  • ଦେ. ବି. — ଉକ୍ତ ରୀତି ବା ପ୍ରଥା — The above system or custom of deducting the price of action
  • ଦେ. ବି. — ସେବାଦି ନିୟମିତ ବ୍ଯୟରୁ କର୍ତ୍ତନ — Deducted form the reguler expense of service
  • ଦେ. ବିଣ — ଖଞ୍ଜାକାଟ ପ୍ରଣାଳୀରେ ସେବକମାନେ ଭୋଗ କରୁଥିବା ଜମି — (Land) Held under the system of Khanājākāṭa