ଖଞ୍ଜରୀଟ Khan̄jarīṭa

  • ସଂ. ବି. (ଖଞ୍ଜ+ଋ ଧାତୁ +କର୍ତ୍ତୃ. ଇଟ) — ଖଞ୍ଜନପକ୍ଷୀ; କଜଳପାତି — A species of wagtail
  • ସଂ. ବି. (ଖଞ୍ଜ+ଋ ଧାତୁ +କର୍ତ୍ତୃ. ଇଟ) — ରତାଳସ ନାଟପଟୁ ଖଞ୍ଜରୀଟ ପରାୟେ ଆସିଲା ଦଉଡ଼ି। କବିସୂର୍ଯ୍ୟ କିଶୋର ଚମ୍ପୂ. ଗ ଗୀତ।