ଖଞ୍ଜନ Khan̄jana
- ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) — ଗୁହୁକାଳିକା ଚଢ଼େଇ — Wagtail (a bird)
- ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) — [ଦ୍ର—ଏ ପକ୍ଷୀ ସବୁବେଳେ ପୁଚ୍ଛ ହଲାଉଥାଏ। ଏହା ଦୁଇ ପ୍ରକାର ( 1 ) ଭୂମି ଖଞ୍ଜନ, ଏହାର ଛାତି ଧଳା — [ଦ୍ର—ଏ ପକ୍ଷୀ ସବୁବେଳେ ପୁଚ୍ଛ ହଲାଉଥାଏ ଏହା ଦୁଇ ପ୍ରକାର (1) ଭୂମି ଖଞ୍ଜନ, ଏହାର ଛାତି ଧଳା—Pied wagtail Montacilla Lugubris; Montacilla alba.ହଳଦିଆ ଖଞ୍ଜନ—Montacilla Melanope; Yellow wagtail—ଏହାର ବର୍ଣ୍ଣ କଳା ଓ ଛାତି ହଳଦିଆ ଖଞ୍ଜନ ସବୁ— ବେଳେ ଲାଙ୍ଗୁଡ଼ ହଲାଉ ଥିବାରୁ ସୁଲକ୍ଷଣା, ଚଞ୍ଚଳନଯନା ସ୍ତ୍ରୀଙ୍କୁ ଖଞ୍ଜନନଯନା, ଖଞ୍ଜନାକ୍ଷୀ, ଖଞ୍ଜନେତ୍ରୀ ବୋଲାଯାଏ ଏହାର ଚକ୍ଷୁ ଅତି ସୁନ୍ଦର ଗାଢ଼ କୃଷ୍ଣବର୍ଣ୍ଣ ଓ ଚଞ୍ଚଳ]
- ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) — ହଳଦିଆ ଖଞ୍ଜନ — Yellow wagtail
- ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) — କଜଳପାତି (ଚଢ଼େଇ) (ଦେଖ) — Kajaḻapāti (See)
- ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) — (+ଭାବ.ଅନ) ଛୋଟେଇ ଚାଲିବା — Walking lamely
- ସଂ. ବି. (ଖଞ୍ଜ ଧାତୁ=ଛୋଟାଇ ଚାଲିବା+କର୍ତ୍ତୃ. ଅନ) — ନୀଳକଣ୍ଠ ପକ୍ଷୀ; ଭଦଭଦଳିଆ — The Blue jay
- ଦେ. ବି. — ଅଳଙ୍କରଣ; ଖଞ୍ଜିବା — Setting; arraying; decoration
- ଦେ. ବି. — ବିବିଧ କୁସୁମ ମାଳା ଖଞ୍ଜନ। ଭଞ୍ଜ. ବୈଦେହୀଶବିଳାସ।