ଖଞ୍ଜନରତ Khan̄janarata

  • ସଂ. ବି. (ଖଞ୍ଜନ+ରତ; ଖଞ୍ଜନପକ୍ଷୀର ରତି ଅତି ଗୁପ୍ତ ଥିବାରୁ) — ଋଷିମାନଙ୍କର ଗୋପନୀୟ ମୈଥୁନ — Cohabitation of saints (Which they do very secretly)