ଖଞ୍ଜଣିଚକ୍ର Khan̄jaṇichakra

  • ଦେ. ବି — (ବ୍ରହ୍ମଜ୍ଞାନ ମତରେ) ଗୋଡ଼ର ନଳିହାଡ଼ ଉପରେ ଥିବା ଆଣ୍ଠୁର ହାଡ଼ଚକ୍ର — Knee-bone
  • ଦେ. ବି — ତହିଁ ଉପରେ ଆଣ୍ଠୁ ଆନ ଚକ୍ର ତାହାକୁ ବୋଲିଟି ଖଞ୍ଜଣି ଚକ୍ର। ପ୍ରାଚୀ. ପଇଚେଗୀତା।