ଖଞ୍ଜ ପଟିବା Khan̄ja paṭibā
- ଦେ. ବି. — କୌଣସି ସାଧନରେ ଉପଯୁକ୍ତ ସୁବିଧା ଯୁଟିବା ବା ଅବସର ମିଳିବା — The happening of a suitable opportunity for doing a thing
- ଦେ. ବି. — ଗୋପନ ପରାମର୍ଶ ନିମନ୍ତେ ମନ ମିଳିବା — Secret agreement between two persons
- ଦେ. ବି. — (ଯଥା— ସେ ଦୁହିଙ୍କର ଖୁବ୍ ଖଞ୍ଜ ପିଟିଛି।)