ଖଞ୍ଜ ଅଖଞ୍ଜ Khan̄ja akhan̄ja

  • ଦେ. ବି. (ବିପରୀତାର୍ଥକ ସହଚର) — ସୁବିଧା ଅସୁବିଧା — Convenience and inconvenience
  • ଦେ. ବି. (ବିପରୀତାର୍ଥକ ସହଚର) — ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜଅଖଞ୍ଜରେ ଭାତ ରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇ ଦେଲେ ପେଟେ ପ୍ରସାଦ ଖାଇବାକୁ ମିଳେ। ଫକୀରମୋହନ. ଛମାଣଆଠଗୁଣ୍ଠ।