ଖଜୁରିରସ Khajurirasa
- ଦେ. ବି — ଖଜୁରି ଗଛରୁ ବହିବା ନିର୍ଯ୍ୟାସ; ତାଡ଼ି ମଦ — Date juice; toddy
- ଦେ. ବି — [ଦ୍ର—ଏହା ତଟକା ଥିଲେ ଏଥିରେ ନିଶା ହୁଏ ନାହିଁ; ଏହା ସେ ଅବସ୍ଥାରେ ପୁଷ୍ଟିକର ଓ ରୋଚକ। କିନ୍ତୁ ଏହା ବାସି ହୋଇଗଲେ ଅର୍ଥାତ୍ ସୂର୍ଯ୍ୟୋଦୟ ପରେ ଆମ୍ବିଳା ଓ ମଦୁଆ (ମାଦକ) ହୋଇଯାଏ। ଏ ଦେଶରେ ଛୋଟ ଜାତିର ଲୋକମାନେ ଓ ରସକୁ ପିଅନ୍ତି ଓ ଏହାକୁ 'ମଦ' ବୋଲି ଡାକନ୍ତି। ବଙ୍ଗଦେଶରେ ଖଜୁରି ରସରୁ ଗୁଡ଼ ତିଆରି ହୁଏ। ମଇଦାରେ ଖଜୁରି ରସ ମିଶାଇଲେ ପାଉଁରୁଟୀ ଖୁବ୍ ଫୁଲୁକା ହୁଏ।]