ଖଜୁରିପଟି Khajuripaṭi
- ଦେ. ବି (ସଂ. ଖର୍ଜୂର+ପଟ୍ଟିକା) — ଖଜୁରି ପତ୍ରରେ ବୁଣା ହୋଇଥିବା ପଟି ବା ଆସନ — A mat made of date leaves intertwined
- ଦେ. ବି (ସଂ. ଖର୍ଜୂର+ପଟ୍ଟିକା) — [ଦ୍ର—ଆମ ଦେଶରେ ଘୁଷୁରିଆ ଜାତିର ସ୍ତ୍ରୀମାନେ ଏହାକୁ ବୁଣିବାରୁ ଏହାକୁ 'ଘୁଷୁରିଆ ପଟି' ବୋଲାଯାଏ। ଏ ପଟିର ମୂଲ୍ୟ ଅଳ୍ପ ତେଣୁ ଗରିବ ଲୋକମାନେ ମସିଣା ଓ ମୁନ୍ଦୁରା ପରିବର୍ତ୍ତରେ ଏହାକୁ ବ୍ଯବହାର କରନ୍ତି।]