ଖଜୁରିଛାଲି Khajurichhāli

  • ଦେ. ବି (ସଂ. ଖର୍ଜୂରି ଓ ଛଲ୍ଲି) — ଖଜୁରିର ଡାଳ (ଏ ଡାଳରେ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ସରୁ— ସରୁ କଣ୍ଟାଳିଆ ଲମ୍ବ ପତ୍ର ଥାଏ; ଏହି ଛାଲ ଅନେକ ଦୈନନ୍ଦିନ କାର୍ଯ୍ୟରେ ଲାଗେ) — Branch of date palm tree
  • ଦେ. ବି (ସଂ. ଖର୍ଜୂରି ଓ ଛଲ୍ଲି) — ଖଜୁରି ଡାଳର ମୂଳରେ ଥିବା ଅତି ଟାଣୁଆ ଓ ମୁନିଆଁ ଖଜୁରିପତ୍ର — The long, hard and sharp pointed leaves of a date palm near the trunk
  • ଦେ. ବି (ସଂ. ଖର୍ଜୂରି ଓ ଛଲ୍ଲି) — [ଦ୍ର—ଏହା ଗୋଡ଼ରେ ଭୁକିଗଲେ ବଡ଼ କଷ୍ଟ ଦିଏ । ଫସଲ ବିଲରେ ଲୋକଙ୍କ ଯିବାଆସିବା ବନ୍ଦ କରିବାପାଇଁ କ୍ଷେତ୍ରସ୍ୱାମୀ ଗୁଡ଼ିଏ ଖଜୁରି ଛାଲି ପକାଇ ଥାଏ। ମାଛଥିବା ପୋଖରୀରେ ରାତିର ଲୋକ ପଶି ଚୋରି ନ କରି ପାରିବାପାଇଁ ମଧ୍ୟ କେହି କେହି ପାଣି ଭିତରେ ଖଜୁରି ଛାଲିଆ ପକାନ୍ତି।]