ଖଜାଚଣା Khajāchaṇā

  • ଦେ. ବି (ଦ୍ୱନ୍ଦ୍ୱ; ସଂ. ଖର୍ଜୂରିକା+ଚଣକ) — ଖଜା ଓ ଚଣା — Sugar plums and fried chickpea
  • ଦେ. ବି (ଦ୍ୱନ୍ଦ୍ୱ; ସଂ. ଖର୍ଜୂରିକା+ଚଣକ) — [ଦ୍ର—ଦୋଳପୂର୍ଣ୍ଣିମା ସମୟରେ ଠାକୁରଙ୍କୁ ଖଜା ଓ ଚଣା ଭୋଗ ଦିଆଯାଏ।]