ଖଜାଖିଆ Khajākhiā
- ଦେ. ବି — ଖଜା ବା ମିଠାଇ ଖାଇବା ନିମନ୍ତେ ଆପଣାର ବା ବନ୍ଧୁର ଚାକରଙ୍କୁ କିମ୍ବା ମୂଲିଆଙ୍କୁ ସେମାନଙ୍କ ପ୍ରାପ୍ୟ ଉପରେ ଅଧିକା ଯାହା ଧନ ଦିଆଯାଏ; ବକ୍ସିସ; ମିଠେଇଖିଆ — Bakhshish; tip given to sevants
- ଦେ. ବି — ଯାତ୍ରା ଖରଚ — Tips given to servants on the occasion of festivals