ଖଜଣା ପଟେଇବା Khajaṇā paṭeibā

  • ଦେ. କ୍ରି — ରାଜାଙ୍କର ବା ଜମିଦାରଙ୍କର ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନିକଟରେ ଆପଣାର ଦେୟ ରାଜସ୍ୱ ଦାଖଲ କରିବା — To pay or deposit one's public demands at the Government's or Landlord's Treasury