ଖଚ୍ଖଚାଇବା Khachkhachāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ବିରକ୍ତ କରିବା — To vex
  • ପ୍ରାଦେ. (ସମ୍ବଲପୁର) କ୍ରି — ଉପର୍ଯ୍ୟୁପରି ପ୍ରଶ୍ନ କରି ବିରକ୍ତ କରିବା — To vex by repeated questionings