ଖଚ୍ (ଧାତୁ) Khach (root)
- ସଂ. — ବାହାରକୁ ବାହାରିବା — To come forth; to project
- ସଂ. — ଉଦିତ ହେବା; ଦେଖା ଦେବା — To appear
- ସଂ. — ଶୁଦ୍ଧ କରିବା — To purify
- ସଂ. — ପୁନର୍ବାର ଜନ୍ମିବା — To be born again
- ସଂ. — ସମୃଦ୍ଧି ଜନ୍ମାଇବା — To cause prosperity. (M.W.)
- ସଂ. — ବାନ୍ଧିବା — To fasten; to bind
- ସଂ. — ଧାତୁ ଉପରେ ମଣି ଆଦି ବସାଇବା — To set or inlay (gems on metals)