ଖଚୁଆ ତରା Khachuā tarā

  • ଦେ. ବି — ପାହାନ୍ତିଆ ତାରା — Morning Star
  • ଦେ. ବି — [ଦ୍ର—ଏ ତାରା କେତେକ ମାସ ରାତି ନ ପାହୁଣୁ ଓ କେତେକ ମାସ ରାତି ପହରକ ପର୍ଯ୍ୟନ୍ତ ଦେଖାଯିବାରୁ ଲୋକ ବିଶ୍ୱାସ ଯେ ଏ ପୃଥିବୀର ଲୋକଙ୍କ ନାମରେ ଯମ ଆଗରେ ଯାଇ ଖଚ କହେ।]