ଖଚ କହିବା Khacha kahibā

  • ଦେ. କ୍ରି — ଜଣକର ଛିଦ୍ର ବା ତ୍ରୁଟି ତାହାର ପ୍ରଭୃ ଆଗରେ ପ୍ରକାଶ କରିବା; ଚୁଗୁଲି କରିବା — To verbally report a matter; to backbite a person before his master or superior; to backbite