ଖଙ୍ଗିବା Khaṅgibā

  • ପ୍ରାଦେ. (ସମ୍ବଲପୁର) କ୍ରି. — ନ୍ୟୂନ ହେବା; କମ୍ ହେବା — To become deficient
  • ପ୍ରାଦେ. (ସମ୍ବଲପୁର) କ୍ରି. — (ଯଥା—ଗଣତିରେ ଦଶ ଟଙ୍କା ଖଙ୍ଗିଲା)