ଖଙ୍ଗ କରିବା Khaṅga Karibā
- ଦେ. କ୍ରି — କୌଣସି କଥାକୁ ଭଲ ଅର୍ଥରେ କହିଲେ ମନ୍ଦ ଅର୍ଥରେ ଗ୍ରହଣ କରିବା — To misunderstand a thing; to take offence at small things
- ଦେ. କ୍ରି — ତିଆରିଲେ ପିତା କଥାକୁ କରି ଖଙ୍ଗ କହୁଅଛୁଁ କଥା ଧରି ହୃଦେ ରାଗ। କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ।
- ଦେ. କ୍ରି — ଦୁଃଖିତ ହେବା — To be displeased or sorry
- ଦେ. କ୍ରି — ଏ ବାହାରେ ଛ କୋଡ଼ି ସହସ୍ର ତୁରଙ୍ଗ ସେ ଦ୍ରବ୍ୟ କହିବାରେ ମନ କଲେ ଖଙ୍ଗ। କୃଷ୍ଣସିଂହ. ମହାଭାରତ।