ଖଙ୍କାଳ Khaṅkāḻa

  • ଦେ. ବିଣ. (ସଂ. କଙ୍କାଳ) — ଖାଲି ହେବା ହେତୁରୁ ପେଟର ଉପର ଚମ ଭିତରେ ପଶିଯାଇ କୋରଡ଼ ପରି ଦିଶୁଥିବା (ଉଦର) — (belly) Hollowed towards the back owing to its being empty of food
  • ଦେ. ବିଣ. (ସଂ. କଙ୍କାଳ) — ଖଙ୍କାଳ ପେଟ ତାର ପିଠିକି ଲାଗିଛି। କୃଷ୍ଣସିଂହ. ମହାଭାରତ. ଆଦି।