ଖଙ୍କାର କାଢ଼ିବା Khaṅkārakāṟḍ̠ẖibā

  • ଦେ. କ୍ରି — ଅନ୍ଯ ବ୍ଯକ୍ତି ପକାଇ ଥିବା ଛେପ ଖଙ୍କାରକୁ ଭୂମିରୁ ଉଠାଇ ନେଇ ଉକ୍ତ ସ୍ଥାନକୁ ପରିଷ୍କାର କରିବା — To throw away or cleanse the spittle thrown by another man in a place
  • ଦେ. କ୍ରି — [ଦ୍ର—ଏହା ଅତ୍ୟନ୍ତ ତୁଚ୍ଛକାର୍ଯ୍ୟ ମଧ୍ୟରେ ଗଣ୍ୟ। ହୀନ ଭୃତ୍ୟ ଛଡ଼ା ଏ କାର୍ଯ୍ୟ ଅନ୍ଯ କେହି କରେ ନାହିଁ। ଏଥିପାଇଁ ''ମୁଁ ତୁମ୍ଭର ଖଙ୍କାର କାଢ଼ିବାକୁ ପ୍ରସ୍ତୁତ ଅଛି''ର ଅର୍ଥ ମୁଁ ତୁମ୍ଭର ନୀଚତମ ଘୃଣ୍ୟ ଦାସତ୍ୱ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି।]