ଖଙ୍କା କରିବା (ପେଟକୁ) Khaṅka karibā

  • ଦେ. କ୍ରି. — ପେଟକୁ ଖାଙ୍କିବା; (ପେଟକୁ) ଖାଲୁଆ କରିବା; ସଙ୍କୁଚିତ କରିବା — To draw the belly inside so as it looks like a hollow
  • ଦେ. କ୍ରି. — ଖାଲି କରିଦେବା — To empty