ଖଉରିବା Khauribā

  • ଦେ. କ୍ରି. (ସଂ. କ୍ଷୌର) — କ୍ଷୌର କରିବା — To shave
  • ଦେ. କ୍ରି. (ସଂ. କ୍ଷୌର) — ଲାଜ ନ ଥାଏ ଯେଉଁ ମୁହଁକୁ ଭଣ୍ଡାରି ନ ଥାଏ ଖଉରିବାକୁ—ଢଗ।