ଖଇରି ଖପରା ବଇରିବା Khairi khaparā bairibā

  • ଦେ. ବି — ଅତି ଗରିବ ଅବସ୍ଥା; ସର୍ବନାଶ ଅବସ୍ଥା; ଅଇରି ଖପରା ବଇରିବା — A destitute condition
  • ଦେ. ବିଣ — ଯାହା ଘରେ ବାସି ଓଳିକୁ ଦାନା ନଥାଏ; ଯାହା ଘରେ ଖଣ୍ଡେ ଖପରା (ଭୋଜନ ପାତ୍ର) ସୁଦ୍ଧା ନ ଥାଏ; ଅତି ଗରିବ — (a person) Who has got nothing (not even a broken earthen pot) in his house; very poor