ଖଇରାତିଆ Khairātiā
- ଦେ. ବିଣ. (ଆ. ଖଇରାତୀ) — ଦତ୍ତ ହୋଇଥିବା; ଦାନ ସକାଶେ ଖଞ୍ଜା ହୋଇ ଥିବା — Assigned for the purposes of charity
- ଦେ. ବିଣ. (ଆ. ଖଇରାତୀ) — ଯେ ଖଇରାତ ଉପରେ ନିର୍ଭର କରେ — Depending on charity
- ଦେ. ବିଣ. (ଆ. ଖଇରାତୀ) — ମାଗଣା ମିଳିବା — Received without payment (i.e. as a gift.)