ଖଇରାତି ମଠ Khairāti maṭha

  • ଦେ. ବି — ଯେଉଁ ମଠ ଖଇରାତି ସମ୍ପତ୍ତିର ଆୟରେ ପରିଚାଳିତ — A maṭha or religious institution which is conducted from the income of gift properties
  • ଦେ. ବି — ଯେଉଁ ମଠରେ ଅତିଥି ଅଭ୍ୟାଗତମାନଙ୍କୁ ଖଏରାତ୍ ଦିଆଯାଏ — A maṭha in which charitable gifts or alms are given away