ଖଁ ଖଁ କାଶ Khañ khañ kāṡa

  • ଦେ. ବି — ଅଳ୍ପ ଅଳ୍ପ କାଶ—(ଏ କାଶ ସହଜରେ ଛାଡ଼େ ନାହିଁ) — Slight and continuous coughing
  • ଦେ. ବି — (ଯଥା—ଖଁ ଖଁ କାଶ, ଖର ନିଶ୍ୱାସ, ସଖି ଗୋ ମନ୍ଦ ଏ—ଢଗ।)