କଡ଼ାଗଣ୍ଡା ବୁଝିଦେବା Kaṟḍ̠āgaṇḍā bujhidebā

  • ଦେ. କ୍ରି — କୌଣସି ଧନର ହିସାବ ଗଣ୍ଡାଠାରୁ କଡ଼ାପର୍ଯ୍ୟନ୍ତ ତନ୍ମ ତନ୍ମ କରି ବୁଝିଦେବା — To render accounts of a monetary transection even to the last cowrie; to render a through accounts
  • ଦେ. କ୍ରି — ସମସ୍ତ ହିସାବ ଶେଷ କରିବା — To square out or finally settle an account
  • ଦେ. କ୍ରି — ସମସ୍ତ ସମ୍ପର୍କ ତୁଟାଇ ଦେବା — To sever all connection