କଡ଼ା ହାକିମ Kaṟḍ̠ā hākima

  • ଦେ. ବି. (ସଂ. କଟୁ+ଆ. ହାକିମ) — ଯେଉଁ ହାକିମ କଠୋର ଭାବରେ ନିୟମ ପାଳନ କରିବାକୁ ଜିଦି କରନ୍ତି ଓ ନିୟମ ଲଙ୍ଘନକାରୀ ପ୍ରତି କଠୋର ଦଣ୍ଡ ବିଧାନ କରନ୍ତି — A very strict authority or superior; a strict disciplinarian