କଡ଼ମଡ଼ Kaṟḍ̠amaṟḍ̠a
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. କଡ଼ ଧାତୁ=ଭକ୍ଷଣ) — କ୍ରୋଧରେ ଦାନ୍ତ ରଗଡ଼ିବା, କ୍ରୋଧଜର୍ଜର — Foaming with rage; gnashing with rage
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. କଡ଼ ଧାତୁ=ଭକ୍ଷଣ) — ଦାନ୍ତ ଚୋବାଇବା ଶବ୍ଦ — Sound produced by the grinding of the teeth; gnashing of the teeth
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. କଡ଼ ଧାତୁ=ଭକ୍ଷଣ) — କଡ଼ମଡ଼ ଶବଦ ଯେ ଶୁଭେ ଦନ୍ତପାଟି। ସାରଳା. ମହାଭାରତ, ଭୀଷ୍ମ।
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. କଡ଼ ଧାତୁ=ଭକ୍ଷଣ) — ଟାଣ ବା କଞ୍ଚା ପଦାର୍ଥକୁ ଦାନ୍ତରେ ଚୋବାଇବାର ଅନୁକରଣ ଧ୍ୱନି — Sound produced by chewing some hard or raw fruit or crunching
- ଦେ. ଅ. (ଧ୍ୱନ୍ୟନୁକରଣ; ତୁଳ. ସଂ. କଡ଼ ଧାତୁ=ଭକ୍ଷଣ) — ଗଛର ଡାଳକୁ ବଳପୂର୍ବକ ଭିଡ଼ି ଝିଙ୍କି ଭାଙ୍ଗିବା ଶବ୍ଦ — Snapping sound produced by breaking a branch from a tree