କଡ଼ମଡ଼ିବା Kaṟḍ̠amaṟḍ̠ibā

  • ଦେ. କ୍ରି. — (ଦାନ୍ତ)—କଡ଼ମଡ଼ କରିବା; କ୍ରୋଧରେ ଦାନ୍ତ ରଗଡ଼ିବା — To foam with rage; to grind the teeth out of extreme anger
  • ଦେ. କ୍ରି. — ଦନ୍ତ କଡ଼ମଡ଼ି ସିଂହ ପଡ଼େ ଆଚମ୍ବିତ, ବୃଷ ସ୍କନ୍ଧେ ପଡ଼ି ଯେହ୍ନେ ପିଅଇ ଶୋଣିତ। ରାଧାନାଥ. ବେଣୀସଂହାର