କଡ଼ମା Kaṟḍ̠amā
- ଦେ. ବି. (ସଂ. କଲମ=ଧାନ୍ୟବିଶେଷ) — ଧାନ୍ୟବିଶେଷ — A kind of paddy
- ଦେ. ବି. (ସଂ. କଲମ=ଧାନ୍ୟବିଶେଷ) — (ଏହା ଦୂବ ପରି ଲଟାଏ କିନ୍ତୁ ଦୂବ ଅପେକ୍ଷା ମୋଟା।)
- ଦେ. ବି. (ସଂ. କଲମ=ଧାନ୍ୟବିଶେଷ) — (ସଂ. କଡ଼ମ୍ବ)—ଧାନ ଫସଲ କାଟି ନେବା ପରେ କିଆରୀରେ ଥିବା ନଡ଼ା ମୂଳରୁ ବର୍ଷା ବା ଜଳ ପ୍ରଭାବରେ ଅସମୟରେ ଗଜୁରିଥିବା ଧାନ ଗଛ ଓ କେଣ୍ଡା — The paddy plant and stalks coming out of the stubbles left in the paddy-field after harvesting is over
- ଦେ. ବି. (ସଂ. କଲମ=ଧାନ୍ୟବିଶେଷ) — ନିର୍ଦ୍ଦିଷ୍ଟ ଋତୁ ଅତୀତ ହେବା ପରେ କାକୁଡ଼ି କଖାରୁ ଆଦି ଲତା ଓ ବାଇଗଣ ପ୍ରଭୃତି ଗଛରେ ଫଳିବା ଛୋଟ ଛୋଟ ଫଳ ବା ଗଛରୁ ବାହାରିବା ଡଙ୍କ ବା ଷଣ୍ଢା; ଅକାଳ ଫଳ — Pigmy fruits and shoots appearing on worn out annual creepers and plants after the fruit-bearing season is over
- ଦେ. ବି. (ସଂ. କଲମ=ଧାନ୍ୟବିଶେଷ) — (ଯଥା—କଡ଼ମା କସି, କଡ଼ମା ଡଙ୍କ, କଡ଼ମା ଷଣ୍ଢା।)
- ଦେ. ବି. (ସଂ. କଲମ=ଧାନ୍ୟବିଶେଷ) — (ପାନବରଜୀଙ୍କ ଭାଷା) ଗତ ବର୍ଷର ପୁରୁଣା ପାନ— ଲତାର ମୁଣ୍ଡାରୁ ଯେଉଁ ଷଣ୍ଢା ବାହାରେ — Tender shoots coming out from the stems of last year's betel creepers