କ୍ୱଥିତ Kwathita

  • ସଂ. ବିଣ. (କ୍ୱଥ୍ ଧାତୁ+କର୍ମ. ତ) — ସିଦ୍ଧ; ସିଝା ଯାଇଥିବା — Boiled; decocted; stewed
  • ସଂ. ବି. — ମଧୁ ସହିତ ପ୍ରସ୍ତୁତ ମଦ୍ୟବିଶେଷ — A spirituous liquor prepared with honey