କ୍ୱଣ୍ (ଧାତୁ) Kwaṇ (root)

  • ସଂ — (ଅଳଙ୍କାରାଦି) କିଣି କିଣି ଶବ୍ଦ କରିବା — To jingle; to tinkle
  • ସଂ — ଗୁଣୁ ଗୁଣୁ ଶବ୍ଦ କରିବା — To warble; to hum
  • ସଂ — ବାଦ୍ୟ ବଜାଇବା — To produce a sound with a musical instrument