କ୍ଷ୍ୱେଳନ Kshweḻana

  • ସଂ. ବି (କ୍ଷ୍ୱେଳ ଧାତୁ+ଭାବ. ଅନ) — କ୍ରିଡ଼ା — Sport
  • ସଂ. ବି (କ୍ଷ୍ୱେଳ ଧାତୁ+ଭାବ. ଅନ) — କେଳି — Play
  • ସଂ. ବି (କ୍ଷ୍ୱେଳ ଧାତୁ+ଭାବ. ଅନ) — ଥଟ୍ଟା — Jest; joke