କ୍ଷ୍ମାଧର Kshmādhara

  • ସଂ. ବି. (କ୍ଷ୍ମା+ଧୃ ଧାତୁ+କର୍ତ୍ତୃ. ଅ) — ରାଜା — King
  • ସଂ. ବି. (କ୍ଷ୍ମା+ଧୃ ଧାତୁ+କର୍ତ୍ତୃ. ଅ) — ପର୍ବତ — Mountain
  • ସଂ. ବି. (କ୍ଷ୍ମା+ଧୃ ଧାତୁ+କର୍ତ୍ତୃ. ଅ) — ସାତ ସଂଖ୍ୟା — The number 7 (M.W.)