କ୍ଷ୍ମାଜ Kshmāja

  • ସଂ. ବି. (କ୍ଷ୍ମା=ପୃଥିବୀ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ ପୃଥିବୀରୁ ଉତ୍ପନ୍ନ) — ମଙ୍ଗଳ ଗ୍ରହ — The planet Mars
  • ସଂ. ବି. (କ୍ଷ୍ମା=ପୃଥିବୀ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ ପୃଥିବୀରୁ ଉତ୍ପନ୍ନ) — ଦିଗ୍ବଳୟ — The horizon