କ୍ଷୌରକର୍ମ Ksha̲u̲rakarma

  • ସଂ. ବି. (କ୍ଷୌର+ କର୍ମ) — ମସ୍ତକ ମୁଣ୍ଡନ, ଶ୍ମଶ୍ରୁ ଛେଦନ ଓ ନଖ ଛେଦନ — Shaving of the crown and heard and paring of nails