କ୍ଷୌଦ୍ର Ksha̲u̲dra

  • ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ) ମହୁ; ମଧୁ — Honey
  • ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ) ଜଳ — Water
  • ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ) ଚମ୍ପା ଫୁଲ ଓ ଗଛ — The Michelia Champaka (tree and flower)
  • ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ) (ପିଙ୍ଗଳବର୍ଣ୍ଣ) ନିକୁଟି ମହୁମାଛି କରିଥିବା ଫକାମହୁ — Brown honey made by tiny bees
  • ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ) (କ୍ଷୁଦ୍ର+ଅ) ଦ୍ରାକ୍ଷାଫଳ — Grape
  • ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ) (କ୍ଷୁଦ୍ର+ ଭାବାର୍ଥେ. ଅ) କ୍ଷୁଦ୍ରତା — Smallness; minuteness. (M.W.)
  • ସଂ. ବିଣ — କ୍ଷୁଦ୍ର (ମାଛି) ସମ୍ବନ୍ଧୀୟ — Pertaining to flies
  • ସଂ. ବିଣ — କ୍ଷୁଦ୍ରା (ମହୁମାଛି) ସମ୍ବନ୍ଧୀୟ — Pertaining to bees