କ୍ଷୋଦିତ Kshodita

  • ସଂ. ବିଣ. (କ୍ଷୁଦ୍ର ଧାତୁ+ଣିଚ୍ କର୍ମ. ତ) — ଚୂର୍ଣ୍ଣିତ — Pounded; powdered; ground
  • ସଂ. ବିଣ. (କ୍ଷୁଦ୍ର ଧାତୁ+ଣିଚ୍ କର୍ମ. ତ) — କାଠ ବା ପଥରରେ ଖୋଳା ହୋଇଥିବା — Carved or engraved
  • ସଂ. ବି. (+ଭାବ. ତ) — ଚୂନା; ଅଟା — Powder; flour; meal