କ୍ଷେମଙ୍କରୀ Kshemaṇkarī

  • ସଂ. ବି. ସ୍ତ୍ରୀ (କ୍ଷେମଙ୍କର+ଈ) — (ମଙ୍ଗଳକାରିଣୀ) ଦୁର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ (କ୍ଷେମଙ୍କର+ଈ) — ଶଙ୍ଖଚିଲ — The Brāhmani kite; Haliastus Indus; Coromandel Eagle; Falco Ponticerianus
  • ସଂ. ବି. ସ୍ତ୍ରୀ (କ୍ଷେମଙ୍କର+ଈ) — [ଦ୍ର—କୌଣସି କାର୍ଯ୍ୟ ପାଇଁ ଅନୁକୂଳ କରି ଯାତ୍ରା କରିବା ସମୟରେ ଏହାକୁ ଦେଖିଲେ, ସେ କାର୍ଯ୍ୟରେ ଯଶ ମିଳେ ବୋଲି ଲୋକଙ୍କର ବିଶ୍ୱାସ ଅଛି।]