କ୍ଷେପ୍ତା Ksheptā

  • ସଂ. ବିଣ. ପୁଂ (କ୍ଷିପ ଧାତୁ+ କର୍ତ୍ତୃ. ତୃ. 1 ମା. 1 ବ) — ଯେ ଫିଙ୍ଗେ — Throwing; casting
  • ସଂ. ବିଣ. ପୁଂ (କ୍ଷିପ ଧାତୁ+ କର୍ତ୍ତୃ. ତୃ. 1 ମା. 1 ବ) — ପ୍ରେରଣକାରୀ — Sending