କ୍ଷେପିଯିବା Kshepij̄ibā
- ଦେ. କ୍ରି — ଅତି ଦ୍ରୁତଗତି ଦ୍ୱାରା ବା ଲମ୍ଫ ଦ୍ୱାରା ଊର୍ଦ୍ଧକୁ ବା କୌଣସି ଦୂରତ୍ୱକୁ ଅତିକ୍ରମ କରିବା — To cover a distance by big jumps
- ଦେ. କ୍ରି — ଅଙ୍ଗଦ ବୀର ପ୍ରଣାମ କରି ଆକାଶେ କ୍ଷେପି ଗଲେ ଜଗତି ସ୍ଥାନ ତାର ଆସ୍ଥାନ ସମ୍ମୁଖରେ ବସିଲେ—ବିଶ୍ୱନାଥ. ବିଚିତ୍ରରାମାୟଣ।