କ୍ଷେପିମା Kshepimā

  • ସଂ. ବି (କ୍ଷିପ୍ର+ଭାବାର୍ଥେ. ଇମନ୍; 1 ମା. 1 ବ; ତୁଳ. ଦ୍ରାଘିମା, ଲଘିମା, ଗରିମା) — ପ୍ରବଳ ବେଗ — Great velocity; speed