କ୍ଷେପଣି Kshepaṇī
- ସଂ. ବି. (କ୍ଷିପ ଧାତୁ+କର୍ମ ଅନ+ଇ) — ଆହୁଲା — Oar
- ସଂ. ବି. (କ୍ଷିପ ଧାତୁ+କର୍ମ ଅନ+ଇ) — ଯୁଦ୍ଧାସ୍ତ୍ରବିଶେଷ (ଯାହା ଶତ୍ରୁ ଉପରକୁ ଫିଙ୍ଗାଯାଏ) — A battle-weapon thrown at an enemy
- ସଂ. ବି. (କ୍ଷିପ ଧାତୁ+କର୍ମ ଅନ+ଇ) — କ୍ଷେପିଣ ଭଲ୍ଲ ବଜ୍ର ବିଷ ସର୍ପ ତୈଳ। କୃଷ୍ଣସିଂହ. ମହାଭାରତ. ବନ।