କ୍ଷେତ୍ରୀ Kshetrī
- ସଂ. ବି. ପୁଂ. (କ୍ଷେତ୍ର+ଇନ୍; 1 ମା. 1 ବ) — କ୍ଷେତ୍ରଜ ସନ୍ତାନର ମାତାଙ୍କ ବିବାହିତ ସ୍ୱାମୀ ବା ଭର୍ତ୍ତା — The reputed father of an illegitimate child
- ସଂ. ବି. ପୁଂ. (କ୍ଷେତ୍ର+ଇନ୍; 1 ମା. 1 ବ) — କ୍ଷେତର ମାଲିକ; ଭୁସ୍ୱାମୀ — Owner of a field
- ସଂ. ବି. ପୁଂ. (କ୍ଷେତ୍ର+ଇନ୍; 1 ମା. 1 ବ) — ସ୍ୱାମୀ (ହି. ଶବ୍ଦସାଗର) — Husband