କ୍ଷେତ୍ରି Kshetri

  • ଗ୍ରା. ବି. (ସଂ. କ୍ଷତ୍ରିୟ) — କ୍ଷତ୍ତ୍ରିୟ — A Kshattriya
  • ଗ୍ରା. ବି. (ସଂ. କ୍ଷତ୍ରିୟ) — ଦେବତା ହୃଦେ ବରଦାତା କ୍ଷେତ୍ରୀ ମୁଖେ ବଚନ କର୍ତ୍ତା। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।
  • ଗ୍ରା. ବି. (ସଂ. କ୍ଷତ୍ରିୟ) — ଯୋଦ୍ଧା; ବୀର ପୁରୁଷ — A hero; a brave man