କ୍ଷେତ୍ରାମଳକୀ Kshetrāmaḻakī

  • ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) — ଭୂଇଁ ଅଅଁଳା ଗୁଳ୍ମ; ବାଡ଼ିଅଅଁଳା; ବଜ୍ରମୂଳୀ — A medicinal plant; Sida Cordifolia
  • ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) — [ଦ୍ର—ଏହାର ପତ୍ର ସୂକ୍ଷ୍ମଲୋମଶ; ପତ୍ରର ମୂଳ ପାନ ପରି, ଫୁଲ ହଳଦିଆ; ପାଚିଲା ଫଳ ଫାଟି ଦଶଖଣ୍ଡ ହୋଇଯାଏ। ଏହା ଚାରି ଜାତିର, ଯଥା
  • ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) — (ସଂ. ଅତିବଳା) ନାଲିଭୂଇଁ ଅଅଁଳା — Sida Rhombifolia; Indian Mallow
  • ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) — (ସଂ. ମହାବଳା) ଧଳା ଭୂଇଁ ଅଅଁଳା — Sida Rhomboidia
  • ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) — (ସଂ. ନାଗବଳା) ପାଉଁଶିଆ ଫୁଲବିଶିଷ୍ଟ — Sida Spinosa
  • ସଂ. ବି. ସ୍ତ୍ରୀ. (କ୍ଷେତ୍ର+ଆମଳକୀ) — (ସଂ. ବଳା) ହଳଦିଆ ଫୁଲବିଶିଷ୍ଟ — Sida Cordifolia.]